PM Modi Road Show: ମୋଦୀଙ୍କ ରୋଡ ଶୋ' ସମୟରେ ଉଡିବ ନାହିଁ ଡ୍ରୋନ୍, ଗୁ଼ଡି ଏବଂ ବେଲୁନ୍

PM Modi Road Show: ମହାରାଷ୍ଟ୍ରର ମୁମ୍ବାଇରେ ହେବ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ' ଯେଉଁଥି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ମୋଦୀଙ୍କ ରୋଡ ଶୋ' ସମୟରେ ଡ୍ରୋନ୍, ବେଲୁନ୍, ଗୁ଼ଡ଼ି ଏବଂ ରିମୋଟ୍ କଣ୍ଟ୍ରୋଲ୍ ମାଇକ୍ରୋଲାଇଟ୍ ଉଡାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

PM Modi Road Show


ମୁମ୍ବାଇ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରି ସୂଚନା ଅନୁସାରେ ଭିକ୍ରୋଲି, କଞ୍ଜୁରମର୍ଗ, ପାର୍କସାଇଟ, ଘାଟକୋପର, ପନ୍ତନଗର, ତିଲକନଗର, ଚେମ୍ବୁର, ଚୁନ୍ନାବତୀ, ବି.କେ. ପାର୍କ କ୍ଷେତ୍ରଗୁଡିକ ଏହି ପ୍ରତିବନ୍ଧକ ଲଗାଯାଇଛି । ଏହା 17 ମେ ରାତି ପର୍ଯ୍ୟନ୍ତ ବଳବତ୍ତର ରହିବ ।

ପିଏମ ମୋଦୀ ଅପରାହ୍ନ 3.15 ରେ Dindoriରେ ଏବଂ କଲ୍ୟାଣରେ 5.15 ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ ସନ୍ଧ୍ୟା 6.45 ରେ ମୁମ୍ବାଇ ଉତ୍ତର ପୂର୍ବରେ ତାଙ୍କର ଏକ ରୋଡ୍ ଶୋ' କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 17 ମଇ ପର୍ଯ୍ୟନ୍ତ ମହାରାଷ୍ଟ୍ର ଗସ୍ତରେ ରହିବେ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+