ପିଏମ ମୋଦିଙ୍କୁ ମିଳିଲା ରୁଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ରୁଷ୍‌ର ସର୍ବୋଚ୍ଚ ନାଗରିକ ସମ୍ମାନ । ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର୍ ପୁଟିନ ।

modi and putin

ସର୍ବୋଚ୍ଚ ନାଗରିକ ସମ୍ମାନ 'ଦ ଅର୍ଡର ଅଫ୍ ସେଣ୍ଟ୍ ଆଣ୍ଡ୍ରିଉ ଦ ଆପୋଷ୍ଟେଲ' ସମ୍ମାନିତ ହେଲେ ପିଏମ ମୋଦି ।ନିଜେ ରାଷ୍ଟ୍ରପତି ପୁଟିନ ମୋଦିଙ୍କୁ ସମ୍ମାନିତ କରିଛନ୍ତି। ମୋଦିଙ୍କୁ ଡିୟର ଫ୍ରେଣ୍ଡ ବୋଲି ସମ୍ବୋଧନ କରିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସଫଳତା କାମନା କରିଛନ୍ତି ପୁଟିନ୍। ଏଥିସହ ଭାରତରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରହୁ ବୋଲି କାମନା କରିଛନ୍ତି ଋଷ ରାଷ୍ଟ୍ରପତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+