ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଲେ ମୁମ୍ବାଇ ଶିବାଜି ପାର୍କରେ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି ମୁମ୍ବାଇ ଶିବାଜି ପାର୍କରେ। 6.15ରେ ମୋଦୀ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲେ। ବିମାନବନ୍ଦରରେ ଆଦିତ୍ଯ ଥାକରେ ଏବଂ ଦେବେନ୍ଦ୍ର ଫଡନବିସ ସ୍ଵାଗତ କରିଥିଲେ ମୋଦୀଙ୍କୁ ।

ଏହାପରେ ମୋଦୀ ସିଧାସଳଖ ପହଞ୍ଚିଥିଲେ ଶିବାଜି ପାର୍କରେ । ଲତା ମଙ୍ଗେସକରଙ୍କ ପରିବାର ବର୍ଗଙ୍କ ସହ କଥା ହୋଇଥିଲେ ମୋଦୀ।
#WATCH | Prime Minister Narendra Modi attends state funeral of veteran singer Lata Mangeshkar https://t.co/6nEuiFXXXo
— ANI (@ANI) February 6, 2022












Click it and Unblock the Notifications