କୁଏତରେ ପହଁଞ୍ଚିଲେ ପିଏମ ମୋଦି, ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ କରିବେ ଆଲୋଚନା

କୁଏତ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତରେ ଯାଇ କୁଏତରେ ପହଞ୍ଚିଛନ୍ତି। ଯେଉଁଠାରେ ସେ କୁଏତ ନେତୃତ୍ୱଙ୍କ ସହ ଆଲୋଚନା କରିବେ। କୁଏତର ଆମିର ଶେଖ୍‌ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ନିମନ୍ତ୍ରଣ ନେଇ ପ୍ରଧାନମନ୍ତ୍ରୀ ମୋଦି କୁଏତ ଗସ୍ତ କରିଛନ୍ତି।

Narendra modi

୪୩ ବର୍ଷ ପରେ ଭାରତୀୟ ଭାବେ ମୋଦି କୁଏତ ଗସ୍ତ କରିଛନ୍ତି। ଶେଷଥର ପାଇଁ ୧୯୮୧ରେ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ସମୟରେ କୁଏତ୍‌ ଗସ୍ତରେ ଯାଇଥିଲେ। ଏହା ପରଠୁ ଭାରତର ଆଉ କୌଣସି ପ୍ରଧାନମନ୍ତ୍ରୀ କୁଏତ୍‌ ଗସ୍ତରେ ଯାଇ ନ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+