ପ୍ରଧାନମନ୍ତ୍ରୀଙ୍କ ପାଇଁ 'ନୋ ଫ୍ଲାଇଙ୍ଗ୍ ଜୋନ୍'

PM Modi Odisha Visit: ଆସନ୍ତା ୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ମୋଦି ଓ ଶାହଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ସୁପକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ଏବଂ ଅନେକ କଟକଣା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ 'ନୋ ଫ୍ଲାଇଙ୍ଗ୍ ଜୋନ୍' ଘୋଷଣା କରାଯାଇଛି । ମୋଦିଙ୍କ କାର୍ଯ୍ୟକ୍ରମ ସମୟରେ କୌଣସି ଡ୍ରୋନ୍ ଉଡି ପାରିବ ନାହିଁ ।

pm modi

ଆସନ୍ତା ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ମୋଦି, ଡିଜିପି ସମ୍ମିଳନୀରେ ଦେବେ ଯୋଗ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଉପସ୍ଥିତ ରହିବେ ମୋଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+