PM Modi Oath Ceremony Live Update: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ
PM Modi Oath Ceremony: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ନରେନ୍ଦ୍ର ମୋଦୀ । ଶୁକ୍ରବାର ଦିନ ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ ।

ମୋଦି ୩.୦ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନ ବୈଷ୍ଣବ । ପୂର୍ବରୁ ମଧ୍ୟ ଏହି ୩ ଜଣ ବିଭିନ୍ନ ସମୟରେ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରି ସାରିଛନ୍ତି ।
ଜୁଏଲ ଓରାମ ମୋଦି ସରକାରର ପ୍ରଥମ ପାଳିରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା । ଏଥର ସେ ଓଡ଼ିଶାର ସୁନ୍ଦରଗଡ଼ ଲୋକସଭା ଆସନରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି। ତେଣୁ ମୋଦି ୩.୦ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଚିରାଗ ପାସୱାନ
#WATCH | LJP (Ram Vilas) chief Chirag Paswan sworn-in as Union Minister in the Prime Minister Narendra Modi-led NDA government pic.twitter.com/WbnraEpSKj
— ANI (@ANI) June 9, 2024
ଶପଥ ଗ୍ରହଣ କଲେ କିରଣ ରିଜିଜୁ
#WATCH | BJP leader Kiren Rijiju takes oath as a Union Cabinet Minister in the Prime Minister Narendra Modi-led NDA government pic.twitter.com/qKetaCtzPT
— ANI (@ANI) June 9, 2024
ଶପଥ ନେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
#WATCH | BJP leader Jyotiraditya Madhavrao Scindia sworn-in as Union Minister in the Prime Minister Narendra Modi-led NDA government pic.twitter.com/W5gPoFwghy
— ANI (@ANI) June 9, 2024
ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ
#WATCH | BJP leader Dharmendra Pradesh sworn in as Union Minister in the Prime Minister Narendra Modi-led NDA government pic.twitter.com/mn4qGONaVY
— ANI (@ANI) June 9, 2024
ଶପଥ ଗ୍ରହଣ କଲେ ଶିବରାଜ ସିଂହ ଚୌହାନ
#WATCH | BJP leader Shivraj Singh Chouhan sworn in as Union Minister in the Prime Minister Narendra Modi-led NDA government pic.twitter.com/wQj0fPe0Yy
— ANI (@ANI) June 9, 2024
ଶପଥ ଗ୍ରହଣ କଲେ ଜେପି ନଡା
BJP leader JP Nadda takes oath as a Union Cabinet minister in the Prime Minister Narendra Modi-led NDA government at Rashtrapati Bhavan in Delhi pic.twitter.com/jtu0vQEDUO
— ANI (@ANI) June 9, 2024
ଶପଥ ଗ୍ରହଣ କଲେ ନିତିନ
#WATCH | BJP leader Nitin Gadkari takes oath as a Union Cabinet Minister in the Prime Minister Narendra Modi-led NDA government pic.twitter.com/yehjO8ffjD
— ANI (@ANI) June 9, 2024
ଶପଥ ଗ୍ରହଣ କଲେ ଅମିତ ଶାହ
#WATCH | BJP leader Amit Shah takes oath as a Union Cabinet minister in the PM Narendra Modi-led NDA government pic.twitter.com/UnNXKeJdCY
— ANI (@ANI) June 9, 2024
ଶପଥ ଗ୍ରହଣ କଲେ ରାଜନାଥ ସିଂହ
#WATCH | Delhi: Rajnath Singh takes oath as a Cabinet Minister in Prime Minister Narendra Modi's cabinet. pic.twitter.com/VFJzzzddgu
— ANI (@ANI) June 9, 2024
ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ
#WATCH | Narendra Modi to take oath as the Prime Minister, shortly pic.twitter.com/vdRqqvKIJ6
— ANI (@ANI) June 9, 2024
ଆଉ କିଛି ସମୟ
#WATCH | Delhi | Prime Minister-designate Narendra Modi to take oath for the third consecutive term as the Prime Minister along with his Cabinet, shortly pic.twitter.com/XjtYOeDhX4
— ANI (@ANI) June 9, 2024
ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ପହଞ୍ଚିଛନ୍ତି
#WATCH दिल्ली: उत्तर प्रदेश के मुख्यमंत्री योगी आदित्यनाथ मनोनीत प्रधानमंत्री नरेंद्र मोदी के शपथ ग्रहण समारोह में शामिल होने के लिए राष्ट्रपति भवन पहुंचे। pic.twitter.com/jq5uHYrFkS
— ANI_HindiNews (@AHindinews) June 9, 2024
ଶାହାରୁଖ ଖାନ ଏବଂ ମୁକେଶ ଅମ୍ବାନୀ ରାଷ୍ଟ୍ରପତି ଭବନରେ ପହଁଞ୍ଚିଲେ
#WATCH | Actor Shah Rukh Khan and Reliance Industries Chairman Mukesh Ambani along with his son Anant Ambani attend the oath ceremony of PM-designate Narendra Modi at Rashtrapati Bhavan in Delhi pic.twitter.com/sCcNCIZLZS
— ANI (@ANI) June 9, 2024













Click it and Unblock the Notifications