ମୋଦିଙ୍କ ୧୧୪ତମ ‘ମନ କି ବାତ୍; ସ୍ବଚ୍ଛ ଭାରତ ମିଶନ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୪ତମ 'ମନ କି ବାତ୍'। ମନ କି ବାତ୍କୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି'। '୩ ଅକ୍ଟୋବରକୁ ମନ କି ବାତ୍ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବ'। ସ୍ବଚ୍ଛ ଭାରତ ମିଶନ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ମୋଦି। ସ୍ବଚ୍ଛ ଭାରତ ମିଶନ ଅଭିଯାନ ମଧ୍ୟ ୧୦ବର୍ଷ ପୂରଣ ହେବାକୁ ଯାଉଛି। ଆମେରିକା ୩୦୦ କଳାକୃତି ଫେରସ୍ତ କରିଥିବା କହିଲେ ମୋଦି।













Click it and Unblock the Notifications