୪୫ତମ ଚେସ୍ ଅଲମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ଉଭୟ ଓପନ ଓ ମହିଳା ବର୍ଗର ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ର

୪୫ତମ ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ସେମାନଙ୍କୁ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସେ ଉଭୟ ପୁରୁଷ ଓ ମହିଳା ଚେସ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ବାର୍ତ୍ତାରେ କହିଛନ୍ତି:

pm modi

"ଆମ ଚେସ୍ ଟିମ୍ ୪୫ତମ ଚେସ୍ ଅଲମ୍ପିଆଡରେ ଜିତିବା ଭାରତ ପାଇଁ ଐତିହାସିକ ବିଜୟ #FIDE Chess Olympiad ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଏବଂ ମହିଳା ବର୍ଗରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଆମର ଅବିଶ୍ୱସନୀୟ ମହିଳା ଓ ପୁରୁଷ ଟିମକୁ ଅଭିନନ୍ଦନ । ଭାରତୀୟ କ୍ରୀଡ଼ା ରାସ୍ତାରେ ଏହି ଉଲ୍ଲେଖନୀୟ କୃତିତ୍ୱ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ସଫଳତା ଚେସ୍ ଖେଳର ଉତ୍ସାହୀ ପିଢ଼ିଙ୍କୁ ପ୍ରୋତ୍ସାହିତ କରୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+