ଦେଶକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର: ଦ୍ୱାରକା ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Dwarka Expressway: ଦେଶକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ୧୧ ମାର୍ଚ୍ଚ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରକା ଏକ୍ସପ୍ରେସୱେର ୧୯ କିଲୋମିଟର ଲମ୍ବା ହରିୟାଣା ବିଭାଗର ଉଦଘାଟନ କରିଛନ୍ତି । ଦ୍ୱାରକା ଏକ୍ସପ୍ରେସୱେରେ ୮ଟି ଲେନ୍ ରହିଛି । ଏହାର ଉଦଘାଟନ ପରେ ଆଜିଠାରୁ ଦିଲ୍ଲୀ-ଗୁରୁଗ୍ରାମ ଯାତ୍ରା ସହଜ ଏକ କମ୍ ସମୟରେ ହୋଇ ପାରିବ । ସେହିପରି ବିଭିନ୍ନ ରାଜ୍ୟ ଦେଇ ଯାଇଥିବା ୧୧୨ଟି ଜାତୀୟ ରାଜପଥର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

Dwarka Expressway

ଆଜି ଦ୍ୱାରକା ଏକ୍ସପ୍ରେସର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ୮ ଲେନ୍ ବିଶିଷ୍ଟ ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା । ତେବେ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବା ସହ ଅତି କମ୍ ସମୟରେ ଏଣିକି ଗୁରୁଗ୍ରାମରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଗୁରୁଗ୍ରାମ ପହଞ୍ଚିପାରିବେ ଲୋକେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+