ୱାନ ରାଙ୍କ୍ ୱାନ ପେନସନ ନିଷ୍ପରି ଦେଶର ସେନାବାହିନୀ ପ୍ରତି ପ୍ରକୃତ ସମର୍ପଣ:ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିୱାନ୍ ର୍ୟାଙ୍କ ୱାନ ପେନସନ ଲାଗୁ କରିବାର ନିଷ୍ପରି ଦୀର୍ଘ ସମୟରୁ ହୋଇ ଆସୁଥିବା ଦାବି ଏବଂ ସେନା ପ୍ରତି ଦେଶର କୃତଜ୍ଞତା ପ୍ରକାଶ ଦିଗରେ ଏକ ମହତ୍ଵପୂର୍ଣ ପଦକ୍ଷେପ ଥିଲା । ଆଜି ଏହି ଯୋଜନାକୁ ୧୦ ବର୍ଷ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ନ୍ତ୍ରୀ ଶ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ପୋଷ୍ଠରେ କହିଛନ୍ତି, ରାଷ୍ଟ୍ର ପ୍ରତି ସେନାର ବଳିଦାନ ଏବଂ ଏବଂ ସାହସକୁ ସମ୍ମାନ ଖାନ ଜଣାଇ ଏହି ଗୋଟିଏ ର ଗ୍ୟାଙ୍କ ଗୋଟିଏ ପେନସନ୍ ଅତ୍ୟନ୍ତ ଜରୁରୀ ଥିଲା ।
କେନ୍ଦ୍ର ସରକା କାରଙ୍କ . ଏ ଏହି ଯୋଜନା ଫଳରେ ପୂର୍ବତନ I ସୈନିକମାନଙ୍କ ପାଇଁ ଉଚିତ ଓ ସମାନ ପେନସନ ସୁନିଶ୍ଚିତ ହୋଇପାରି ଥିଲା । ଏହି ଯୋଜ ଯାଜନାରେ ସମାନ ରାଙ୍କ୍ ଏବଂ ସମାନ କାର୍ଯ୍ୟକାଳ ସହ ଅବସର ଗ୍ରହଣ କରିଥିବା ସୈନିକମାନଙ୍କୁ ଏକପ୍ରକାର ପେନସନ୍ ଉପଲବ୍ଧ କରାହେଉଛି, ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୪ ହଜାର ୪୬୮ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ ।

ମନ୍ତ୍ରଣାଳୟ କହିଛି ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସୈନ୍ୟବାହିନୀରୁ ଅବସର ନେଇଥିବା କର୍ମଚାରୀଙ୍କୁ ପେନସନ୍ ବାବଦକୁ ୮୯୫ କୋଟିରୁ । ଅଧିକ ଟଙ୍କା ପ୍ରଦାନ କରାଯାଇଛି । ପ୍ରତ୍ୟେକ ୫ ବର୍ଷରେ ପେନସନ୍ ପରିମାଣରେ ଣରେ ସଂଶୋଧନ କରାଯିବ । ଚଳିତବର୍ଷ ଜୁଲାଇ ୧ ତାରିଖରୁ ନୂଆ ସଂଶୋଧୂତ ତ ପେନସନ ଲାଗୁ ହୋଇଥିଲା ।












Click it and Unblock the Notifications