ପ୍ରୟାଗରାଜରେ ଆସ୍ଥାର ମହାକୁମ୍ଭ ମେଳା: ବୁ଼ଡ଼ ପକାଇଲେଣି ୬୦ ଲକ୍ଷ, ମହାକୁମ୍ଭ ଅଭିନନ୍ଦନ ଜଣାଇଲେ ମୋଦି

Mahakumbh 2025: ଆଜିଠୁ ମହାକୁମ୍ଭ ଆରମ୍ଭ ହୋଇଯାଇଛି । ମହାକୁମ୍ଭ ମେଳାର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । କୁମ୍ଭମେଳା ଭାରତୀୟ ଆଧ୍ୟାତ୍ମିକ ପରମ୍ପରା ବିରାଟ ଉତ୍ସବ, ପ୍ରୟାଗରାଜରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଖୁସି ଲାଗୁଛି । ଏହା ଆଧ୍ୟାତ୍ମିକ, ଅନନ୍ତ ଐତିହ୍ୟ, ବିଶ୍ୱାସକୁ ପାଳନ କରେ । କୁମ୍ଭ ମେଳା ଆପଣଙ୍କ ଜୀବନରେ ଆନନ୍ଦ ଓ ଉତ୍ସାହ ଆଣିଦେଉ ।

Mahakumbh 2025

ପ୍ରୟାଗରାଜରେ ଆସ୍ଥାର ମହାକୁମ୍ଭ ମେଳା । ଏବେ ସୁଦ୍ଧା ବୁଡ଼ ପକାଇଲେଣି ୬୦ ଲକ୍ଷ ଶ୍ରଦ୍ଧାଳୁ । ଭିଡ଼ ଦେଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି କରାଯାଇଛି । ସେହିପରି ପାରମ୍ପରିକ ପୋଲିସ ବ୍ୟବସ୍ଥା ସହ ଟେକ୍ନୋଲୋଜିର ମଧ୍ୟ ବ୍ୟବସ୍ଥା କରାଯାଇଛି । କୁମ୍ଭମେଳା ବିଶାଳ, ଐଶ୍ୱରିକ ସହ ଡିଜିଟାଲ ଓ ସେଫ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+