ତୃଣମୂଳ କଂଗ୍ରେସ ବିରୁଦ୍ଧରେ ପ୍ରତ୍ୟେକ ଦିନ ଜନସାଧାରଣଙ୍କର ବିତୃଷ୍ଣା ବୃଦ୍ଧି ପାଉଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକାଶର ସ୍ୱପ୍ନକୁ ସାକାର କରିବା ପାଇଁ ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି ଉପରେ ଭରସା ବୃଦ୍ଧି କରୁଛି ।

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି, ରାଜ୍ୟରେ ତୃଣମୂଳ କଂଗ୍ରେସ ବିରୁଦ୍ଧରେ ପ୍ରତ୍ୟେକ ଦିନ ଜନସାଧାରଣଙ୍କର ବିତୃଷ୍ଣା ବୃଦ୍ଧି ପାଉଛି । କୋଲକାତାରେ ଏକ ଦଳୀୟ କାର୍ଯ୍ୟକର୍ତ୍ତା ରାଲିରେ ସେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।












Click it and Unblock the Notifications