ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ

PM Narendra Modi Diwali: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କୁଚରେ ନିୟୋଜିତ ବିଏସଏଫ କର୍ମଚାରୀଙ୍କ ସହ ଦିପାବଳୀ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ଯବାନ ମାନଙ୍କ ସହ ନିଜ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି । ମୋଦି ପଶ୍ଚିମ ସୀମାରେ ଥିବା ବିଏସଏଫ ପୋଷ୍ଟ ପରିଦର୍ଶନ କରି ଯବାନ ମାନଙ୍କ ସହ ଦୀପାବଳି ସେଲିବ୍ରିଟ୍ କରିଥିଲେ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

PM Narendra Modi Diwali

2014 ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ସ୍ଥାନରେ ଯାଇ ଯବାନ ମାନଙ୍କ ସହ ଦୀପାବଳି ପାଳନ କରିଥାନ୍ତି । ଏହି ସମୟରେ ଯବାନ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରା ଆଲୋଚନା କରିଥାନ୍ତି । ଚଳିତ ବର୍ଷ ପିଏମ ମୋଦି ସେନା ୟୁନିଫର୍ମ ସହ ମୁଣ୍ତରେ କ୍ୟାପ ଏବଂ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର ମୋଦି ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଥିଲେ ।


ପିଏମ ମୋଦି ବିଏସଏଫ ଯବାନ ମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ସେପଟେ ଭାରତ ଏବଂ ଚୀନ୍‌ର ଯବାନ ପରସ୍ପରକୁ ଦୀପାବଳିରେ ମିଠା ଦେଇଛନ୍ତି । ଯାହା ଚୀନ୍-ଭାରତ ସମ୍ପର୍କକୁ ମଧୁରକରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+