ରାତି ୮ରେ ବସିବ ପ୍ରଧାନମନ୍ତ୍ରୀ ମୋଦିଙ୍କ କରୋନା ସମୀକ୍ଷା ବୈଠକ

ଦେଶରେ ଜାରି ରହିଥିବା କରୋନା ପରିସ୍ଥିତି ଏବଂ ଦେଶରେ ଚାଲିଥିବା ଟିକାକରଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଡାକିଛନ୍ତି ।

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କରୋନା ପରିସ୍ଥିତି ଏବଂ ଦେଶରେ ଚାଲିଥିବା ଟିକାକରଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଡାକିଛନ୍ତି ।

PM Modi

ଆଜି ରାତି ୮ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଫିସରଙ୍କ ସହ ଏନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାରା ଦେଶରେ କରୋନା ମାମଲାରେ ବ୍ୟାପକ ବୃଦ୍ଧି ଘଟିଥିବା ବେଳେ ଏହି ବୈଠକରେ ଡାକ୍ତରଖାନାର ଅଭାବ ତଥା ଅମ୍ଳଜାନ ଯୋଗାଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସମ୍ପର୍କରେ ଆଲୋଚନା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+