Get Updates
Get notified of breaking news, exclusive insights, and must-see stories!

NDA' ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ

PM Modi Cabinet Portfolio: ଏନଡିଏ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ 7 ରେ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ବଣ୍ଟନ କରାଯିବ। ଏହାପୂର୍ବରୁ ପିଏମ ମୋଦୀ PMO ରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଥିବା ଏନଡିଏ କ୍ୟାବିନେଟ ବୈଠକରେ ରାଜନାଥ ସିଂଙ୍କ ବ୍ୟତୀତ ଅମିତ ଶାହ, ନିତିନ ଗଡକରୀ, ଶିବରାଜ ସିଂ ଚୌହାନ, ଜେପି ନଡ୍ଡା, ଏନଡିଏ ନେତା ଜିତନ ରାମ ମଞ୍ଜୀ, ଚିରାଗ ପାସୱାନ, ରାମ ମୋହନ ନାଇଡୁ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

PM Modi Cabinet Portfolio

ସୂଚନା ଅନୁସାରେ, ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମଧ୍ୟରେ ବିଜେପି ଗୃହ, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ଅର୍ଥ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିବାକୁ ଯାଉଛି। ଗତକାଲି ମୋଦିଙ୍କ ମନ୍ତ୍ରୀ ମଣ୍ତଳ ଶପଥ ନେଇଛନ୍ତି ହେଲେ ବିଭାଗ ବଣ୍ଟନ ହୋଇ ନାହିଁ । ତେବେ କାହାକୁ କେଉଁ ବିଭାଗର ଦାୟିତ୍ୱ ଦିଆଯିବ ତାହା ଉପରେ ରହିଛି ପୁରା ଦେଶର ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+