ସିଙ୍ଗାପୁର ଗସ୍ତରେ ମୋଦି, ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ
PM Modi: ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଗସ୍ତରେ ଦ୍ୱିତୀୟ ଦିନ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରାଯାଇଛି । ଆଜି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସିଙ୍ଗାପୁର ପାର୍ଲାମେଣ୍ଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ସୂଚନା ଅନୁସାରେ, ସେମି କଣ୍ଡକ୍ଟର, ଡିଜିଟାଲ୍ ଟେକ୍ନୋଲୋଜି, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ନେଇ ଦୁଇ ଦେଶ ମଧ୍ୟରେ ହୋଇଛି ବୁଝାମଣା। ଭାରତ-ସିଙ୍ଗାପୁର ସେମିକଣ୍ତକ୍ଟର ଇକୋସିଷ୍ଟମ୍ ପାର୍ଟନରସିପ୍ ସମ୍ବନ୍ଧରେ ମଧ୍ୟ ଏକ ଏମଓୟୁ ସ୍ୱାକ୍ଷରତିକ ହୋଇଛି ।
#WATCH | Singapore: Prime Minister Narendra Modi says "I thank you for your warm welcome. This is our first meeting after you assumed the post of Prime Minister. Many congratulations to you from my side. I am confident that under the leadership of 4G, Singapore will progress even… pic.twitter.com/m4S6BfDWwa
— ANI (@ANI) September 5, 2024












Click it and Unblock the Notifications