ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା ୨୦୨୫ରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତୃତ୍ୱ ଆଲୋଚନା ୨୦୨୫ରେ ଅଂଶଗ୍ରହଣ କରିିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଯୁବ ନେତୃବର୍ଗଙ୍କ ସହ ଆଲୋଚନା କରିଛନ୍ତି ।

PM Modi

ସୂଚନାଯୋଗ ଗତ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଯୁବକମାନଙ୍କୁ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ ନୂତନ ଯୋଜନା ଉପସ୍ଥାପନ କରିବାର ମଞ୍ଚ ପ୍ରଦାନ କରିଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଦେଶର ୩ହଜାର ଯୁବ ନେତୃବୃନ୍ଦଙ୍କ ସହ ମତ ବିନିମୟ କରିବେ । ଏହି ଆଲୋଚନାରେ ୧୦ଟି ପ୍ରମୁଖ ବିଷୟବସ୍ତୁ ଉପରେ ଯୁବ ନେତୃବୃନ୍ଦଙ୍କ ଦ୍ୱାରା ଲିତ ଶ୍ରେଷ୍ଠ ପ୍ରବନ୍ଧ ଗୁଡ଼ିକର ସଂକଳ୍ପକୁ ଶ୍ରୀ ମୋଦୀ ଉନ୍ମୋଚନ କରିଛନ୍ତି ।

ପ୍ରବନ୍ଧଗୁଡ଼ିକ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା, ମହିଳା ସଶକ୍ତିକରଣ, କୃଷି ଓ କୃଷିଭିଭିକ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ବିଷୟ ରହିଛି । ସୂଚନାଯୋଗ୍ୟ ଜାତୀୟ ଯୁବ ମହୋତ୍ସବ ଆୟୋଜନର ୨୫ବର୍ଷ ପୁରୁଣା ପରମ୍ପରାକୁ ଏକ ନୂତନ ରୂପ ଦିଆଯାଇ ବିକଶିତ ଭାରତ ଯୁର୍ବ ନେତୃତ୍ୱ ବାର୍ତ୍ତାଳାପ ଅନୁଷ୍ଠିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+