ଇସ୍କନ୍ ସଂସ୍ଥାପକ ସ୍ୱାମୀ ପଭୁପାଦଙ୍କ ଜୟନ୍ତୀ: ଜାରି ହେଲା ୧୨୫ଟଙ୍କାର ସ୍ୱତନ୍ତ୍ର କଏନ୍

ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୫ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସ୍ମାରକ କଏନ୍ ଜାରି କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନ ମନ୍ତ୍ରୀ ମୋଦି ଜାରି କରିଛନ୍ତି ଏହି କଏନ୍ । ସ୍ୱାମୀ ପ୍ରଭୁପାଦ ଇଂଟରନ୍ୟାସନାଲ୍ ସୋସାଇଟି ଫର କ୍ରିଷ୍ଣା କନସିଅସ୍ନେସ୍ ବା ଇସ୍କନ୍ ସଂସ୍ଥାର ସଂସ୍ଥାପକ ।

PM Modi swami Prabhupada

ଏହା ହରେକୃଷ୍ଟ ଆନେ୍ଦାଳନ ଭାବରେ ଲୋକପ୍ରୀୟ ଅଟେ । ଶ୍ରୀମଦଭାଗବତ ଗୀତା ଏବଂ ଅନ୍ୟ ବୈଦିକ ସାହିତ୍ୟକୁ ୮୯ଟି ଭାଷାରେ ଅନୁବାଦ କରିଛନ୍ତି ଯଦ୍ୱାରା ଭାରତୀୟ ବୈଦିକ ସାହିତ୍ୟ ବିଶ୍ୱସ୍ତରରେ ପ୍ରଚାର ପ୍ରସାର ହେବା ପାଇଁ ଯୁଗାନ୍ତକାରୀ ଭୂମିକା ନିର୍ବାହ କରିଛି । ସ୍ୱାମୀଜୀ ଶହେରୁ ଅଧିକ ମନ୍ଦିରର ସ୍ଥାପନା କରିଛନ୍ତି । ଦୁନିଆକୁ ଭକ୍ତି ଯୋଗର ମାର୍ଗ ଦର୍ଶନ କରାଇବା ପାଇଁ ଅନେକ ପୁସ୍ତକ ରଚନା କରିଛନ୍ତି । ସ୍ୱୀମିଜୀ ଭାରତ ଏବଂ ଭାରତ ବାହାରେ, ବିଶେଷତଃ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୀତାସାର ପ୍ରଚାର କରିବା ସହିତ ମାନବ ସମାଜକୁ ଗୀତାର ମହାତ୍ମ୍ୟ ଏବଂ ଭାରତୀୟ ବେଦାନ୍ତର କଲ୍ୟାଣକାରୀ ସନେ୍ଦଶଗୁଡ଼ିକ ଅତି ସାବଲୀଳ ଢ଼ଙ୍ଗରେ ବାଖ୍ୟାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+