Get Updates
Get notified of breaking news, exclusive insights, and must-see stories!

ପରିବେଶ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କଲେ ପିଏମ ମୋଦି

ରାଜ୍ୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି । ଗୁଜୁରାଟର ଏକତା ନଗରରେ ଅନୁଷ୍ଠିତ ଏହି ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସି ଜରିଆରେ ସମ୍ବୋଧିତ କରିଛନ୍ତି

ନୂଆଦିଲ୍ଲୀ: ରାଜ୍ୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପିଏମ ମୋଦି । ଗୁଜୁରାଟର ଏକତା ନଗରରେ ଅନୁଷ୍ଠିତ ଏହି ଜାତୀୟ ସମ୍ମିଳନୀକୁ ଭିଡିଓ କନଫରେନ୍ସି ଜରିଆରେ ସମ୍ବୋଧିତ କରିଛନ୍ତି । ପରିବେଶ ସଂରକ୍ଷଣ, ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସମନ୍ବୟ ରକ୍ଷା କରିବା ସଜାଗ ରହିବାକୁ ସମସ୍ତ ରାଜ୍ୟକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

modi
ଆଗାମୀ 25 ବର୍ଷ ଅମୃତ କାଳ ପାଇଁ ଭାରତ ପ୍ରସ୍ତୁତ କରୁଛି ନୂତନ ଲକ୍ଷ୍ୟ । ସମସ୍ତେ ମିଶି ଏନେଇ ପ୍ରୟାସ ଜାରି ରଖିଛନ୍ତି । ଏହା ଦ୍ବାରା ଅର୍ଥନୀତିରେ ବିକାଶ ହେବା ସହିତ ଭାରତର ବିକାଶ ଦ୍ରୁତ ଗତିରେ ମଧ୍ୟ ହେବ । ମୋଦି ଆହୁରି କହିଛନ୍ତି, " ବଡ ସମସ୍ୟାର ସମାଧାନ ପାଇଁ ଦେଶ ଆଜି ଦୁନିଆକୁ ନେତୃତ୍ବ ନେଉଛି ।


ବିଗତ ବର୍ଷରେ ଜଙ୍ଗଲୀ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ଦେଶରେ ବୃଦ୍ଧି ପାଇଛି । ସିଂହ, ବାଘ, ହାତୀ ଭଳି ବନ୍ୟଜନ୍ତୁଙ୍କ ସଂଖ୍ୟା ବଢିଥିବା ଦେଖାଯାଉଛି । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମଧ୍ୟପ୍ରଦେଶର କୁନୋ ନାଶନାଲ ପାର୍କରେ 8ଟି ଚିତାଙ୍କୁ ଛଡାଯାଇଛି । ଏନେଇ ଦେଶବାସୀ ମଧ୍ୟ ଉତ୍ସାହିତ ରହିଥିବା ଦେଖାଯାଇଥିଲା । ଏହା ଆମ ଦେଶର ଏକ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+