Get Updates
Get notified of breaking news, exclusive insights, and must-see stories!

ପିଏମ୍-ଆବାସ ସର୍ଭେ: 'Awas Plus' ମୋବାଇଲେ ଆପ୍ ମାଧ୍ୟମରେ କରାଯିବ ହିତାଧିକାରୀଙ୍କୁ ଚିହ୍ନଟ

Pradhan Mantri Awas Yojana: ଜାନୁଆରୀ ୨୨ ତାରିଖରୁ ରାଜ୍ୟରେ ପିଏମ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ଆରମ୍ଭ ହେବ । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏହି ଯୋଜନା ପାଇବାରୁ ବାଦ୍ ପଡିଯାଇଛନ୍ତି ସେମାନଙ୍କୁ ଆୱାସ ପ୍ଲସ୍ ମୋବାଇଲ ଆପ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

'ଆୱାସ୍ ପ୍ଲସ୍' ମୋବାଇଲେ ଆପ୍ ମାଧ୍ୟମରେ କରାଯିବ ହିତାଧିକାରୀଙ୍କୁ ଚିହ୍ନଟ । ତେବେ ଏହି ପ୍ରକ୍ରିୟା ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଛି ମାର୍ଚ୍ଚା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ । ତେବେ ସଂଶୋଧିତ ସର୍ଭାବଳୀ ଆଧାରରେ ସାନି ସର୍ଭେରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡି ଯାଆନ୍ତୁ ସେଥି ପ୍ରତି ଧ୍ୟାନ ଦିଆଯିବ । ବିଭାଗ ପକ୍ଷରୁ ନଭେମ୍ବର ୨୭ ଓ ଡିସେମ୍ବର ୨୭ତାରିଖରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନାକୁ ନେଇ ଏସଓପି ଓ ସର୍ତ୍ତାବଳୀ ଜାରି କରାଯାଇଥିଲା ।

Pradhan Mantri Awas Yojana

ସେହିପରି ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାରେ ପ୍ରଶାସନିକ ପାଣ୍ଠିରୁ ଖର୍ଚ୍ଚ ତୁଳାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମସ୍ତ ପଞ୍ଚାୟତରେ ମାଇକ ମାଧ୍ୟମରେ ସୂଚନା ଜାରି କରାଯିବ ଓ ପଞ୍ଚାୟତ ମୁଖ୍ୟାଳୟରେ ବଡ଼ ବଡ଼ ବ୍ୟାନର ଓ ହୋର୍ଡିଂ ଲଗାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+