ଚର୍ଚ୍ଚାରେ ଜାମା ମସଜିଦ, ‘ଶିବ ମନ୍ଦିର’ ଥିବା ଦାବି
ବଦାୟୁଁରେ ଥିବା ଜାମା ମସଜିଦକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହି ମସଜିଦ ପରିସରରେ ବି ଶିବ ମନ୍ଦିର ରହିଥିବା ଦାବି ହେଉଛି।
ଲକ୍ଷ୍ନୌ: ଏଯାଏଁ ଥମିନି ବାରଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲା। ବର୍ତ୍ତମାନ ବଦାୟୁଁରେ ଥିବା ଜାମା ମସଜିଦକୁ ନେଇ ଆରମ୍ଭ ହୋଇଛି ବିବାଦ । ଏହି ମସଜିଦ ପରିସରରେ ବି ଶିବ ମନ୍ଦିର ରହିଥିବା ଦାବି ହେଉଛି। ଜାମା ମସଜିଦ ଭିତରେ ମହାଦେବଙ୍କ ମନ୍ଦିର ଥିବା ଦାବି କରି ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଅଗଷ୍ଟ 8ତାରିଖରେ କୋର୍ଟରେ ଆବେଦନ କରାଯାଇଛି ।

ମସଜିଦ ଭିତରେ ଥିବା ବନ୍ଦ ଗୃହ ବାବଦରେ ସର୍ଭେ କରିବାକୁ କୋର୍ଟଙ୍କୁ ଅପିଲ କରାଯାଇଛି। ଜାମା ମସଜିଦ ଦେଶର ସବୁଠୁ ବଡ ଓ ପୁରାତନ ମସଜିଦ ମଧ୍ୟରୁ ଗୋଟିଏ।
More From












Click it and Unblock the Notifications