ଭଦ୍ରପୁର ଏୟାରପୋର୍ଟରେ ରନଓ୍ୱେରୁ ଖସିଗଲା ବିମାନ, ୫୧ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ନେପାଳ ଭଦ୍ରପୁର ବିମାନବନ୍ଦରେ ବଡ ଅଘଟଣରୁ ବର୍ତ୍ତିଲା ବିମାନ । ଅଳ୍ପକେ ରକ୍ଷା ପାଇଲେ ୫୧ ଯାତ୍ରୀ । ସୂଚନା ଅନୁସାରେ ବୁଦ୍ଧ ବିମାନ ଭଦ୍ରପୁର ବିମାନବନ୍ଦରେ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଯାଉଥିଲା । ବିମାନରେ ୫୧ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଅଘଟଣ ପରେ ସମସ୍ଥ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।

Bhadrapur airport
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+