ମଦ ବୋଝେଇ ପିକ୍‌ଅପ୍ ଓଲଟିଲା,ଲୋକେ ବୋହି ନେଲେ ମଦ

ସାଲେପୁର: ଓଲଟିଲା ମଦ ବୋଝେଇ ପିକ୍‌ଅପ୍ । ଶହ ଶହ ବିଦେଶୀ ମଦ ବୋହିନେଲେ ଲୋକେ । କଟକ ସାଲେପୁର ରାସ୍ତା ର ଭାତପଡ଼ା ନିକଟରେ ଏହି ଘଟଣା ଘଟିଛି। କଟକ ସାଲେପୁର ରାସ୍ତା ର ଭାତପଡ଼ା ନିକଟରେ ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁ ମୁହିଁ ଧକ୍କା ହୋଇଥିଲା ।

pick up trucks loaded liquor overturned in salepur odisha

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା ଲୋକ ଶହ ଶହ ବୋତଲ ମଦ ବୋହି ନେଇଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଯୋଗୁ ମଦ ବୋତଲ ଭାଙ୍ଗି ରାସ୍ତାରେ ପଡିବା ସହ ଯାନବାହନ ଚଳାଚଳ ବନ୍ଦ ହୋଇ ରାସ୍ତା ଜାମ ହୋଇଥିଲା। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡ଼ାଇବା ସହ ରାସ୍ତା କ୍ଲିୟର କରିଛି। ଆଉ ପ୍ରାୟ ୧ ଘଣ୍ଟା ପରେ ଯାତାୟାତ ସ୍ବାଭାବିକ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+