ନିର୍ବାଚନ ଉପରେ ୟୁସୁଫ ପଠାନଙ୍କ ବୟାନ, କହିଲେ ମୋର ଏଠାରେ ...

ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ଚାଲିଛି ଭୋଟ ଗ୍ରହଣ । ୧୦ଟି ରାଜ୍ୟର ମୋଟ ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଗ୍ରହଣ ଜାରି ରହିଛି । ଏହି ପର୍ଯ୍ୟାୟରେ ମୋଟ ୧୭୧୭ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ଆନ୍ଧ୍ରପ୍ରଦେଶର ମୋଟ୍ ୨୫ଟି, ତେଲେଙ୍ଗାନାର ମୋଟ ୧୭ଟି ସମେତ ଉତ୍ତରପ୍ରଦେଶର ୧୩ଟି,

ମହାରାଷ୍ଟ୍ରର ୧୧ଟି, ମଧ୍ୟପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଏବଂ ଝାଡଖଣ୍ଡରେ ୪ଟି ଲେଖାଏଁ ଆସନ ଓ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ଗ୍ରହଣ କରାଯାଉଛି । ଚତୁର୍ଥ ପର୍ଯ୍ୟାରେ ୫ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୁଇ କ୍ରିକେଟର ଏବଂ ଜଣେ ଅଭିନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର ।

ଆଉ ଏପଟେ ପଶ୍ଚିମବଙ୍ଗର ବାହରାମପୁର ଲୋକସଭା ଆସନରୁ ଟିଏମସି ପ୍ରାର୍ଥୀ ୟୁସୁଫ ପଠାନ ନିଜର ପ୍ରତିକ୍ରିୟା , ସେ କହିଛନ୍ତି "ମୁଁ ନିଶ୍ଚିତ ଯେ ଏଠାରେ ଆମେ ଜିତିବୁ ଏବଂ ତାହା ମଧ୍ୟ ଭଲ ବ୍ୟବଧାନରେ ... ଯଦି ମୋତେ ଲୋକଙ୍କ ପାଇଁ ବଳିଦାନ ଦେବାକୁ ପଡିବ, ସେଥିପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ମୁଁ ଲୋକଙ୍କ ପାଇଁ କାମ କରିବା ପାଇଁ ଏଠାକୁ ଆସିଛି ।

Yusuf Pathan

"" ଲୋକମାନେ ମୋତେ ବହୁତ ସମର୍ଥନ କରିଛନ୍ତି, ସେମାନେ ଏଠାରେ ପରିବର୍ତ୍ତନ ଚାହୁଁଛନ୍ତି ... ଏଠାରେ ଆଦୌ କୌଣସି ଚ୍ୟାଲେଞ୍ଜ ନାହିଁ କାରଣ ଏଠାରେ ଥିବା ଲୋକମାନେ ମୋ ସହ ଅଛନ୍ତି ବୋଲି ୟୁସୁଫ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+