ବଢିବନି ପେଟ୍ରୋଲ-ଡିଜେଲ୍ ଦାମ୍, ପେଟ୍ରୋଲିୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି
Petrol-Diesel Prices: ଏକ୍ସାଇଜ ଡ୍ୟୁଟି ବୃଦ୍ଧି ସତ୍ତ୍ୱେ ବଢିବନି ପଟ୍ରୋଲ ଡିଜେଲ ଦାମ୍ । ଏନେଇ ପେଟ୍ରୋଲିୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବର୍ଦ୍ଧିତ ଏକ୍ସାଇଜ PSU ବହନ କରିବ । ଏନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । କିଛି ସମୟ ପୂର୍ବରୁ ଲିଟର ପିଛା ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରାଯାଇଥିଲା ।

ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଏଲପିଜି ଗ୍ୟାସର ମୂଲ୍ୟ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ଘୋଷଣା କରି ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ଆମେ ଆଗାମୀ ଦିନରେ ଏହାର ସମୀକ୍ଷା କରିବୁ।












Click it and Unblock the Notifications