ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ, ରାତି ୧୨ ଟା ପରେ ଲାଗୁ ହେବ ନୂଆ ଦର
Petrol Rate Hike: ସୋମବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିଛନ୍ତି । ନୂଆ ଦର ରାତି ୧୨ଟାରୁ ଲାଗୁ ହେବ। ଏହା ଉଲ୍ଲେଖନୀୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ଯୋଗୁଁ ସୋମବାର ସକାଳେ ସେୟାର ବଜାରରେ ଚହଳ ସୃଷ୍ଟି ହୋଇଥିଲା । ଷ୍ଟକ୍ ବଜାରରେ ସେନସେକ୍ସ ତିନି ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି।













Click it and Unblock the Notifications