ପାକିସ୍ତାନକୁ ରାଜନାଥଙ୍କ କଡ଼ା ଚେତାବନୀ, 'ଫେରିବ POK'
ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ କରି ପିଓକେର କଥା କହିଛନ୍ତି । ସେ କହିଛନ୍ତି , "ପିଓକେର ଥିବା ସମସ୍ତେ ଆମ ନିଜର, ସେମାନଙ୍କୁ କେବଳ ଭ୍ରମିତ କରାଯାଉଛି। ପିଓକେ ଆମର ଏକ ଅଂଶ ଏବଂ ମୋର ବିଶ୍ବାସ, ଦିନେ ନା ଦିନେ ପିଓକେ ନିଜେ କହିବ ଯେ, ସେ ଭାରତର ଏକ ଅଂଶ।"













Click it and Unblock the Notifications