ପୁଣି ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

Villupuram Train Derailment: ତାମିଲନାଡୁରେ ଯାତ୍ରୀବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ । ଭିଲୁପୁରମ୍ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଲାଇନଚ୍ୟୁତ ହେବାର ଶଦ୍ଧଶୁଣିବା ପରେ ପାଇଲେଟ୍ ଅଟକାଇଥିଲେ ଟ୍ରେନ୍ ଯାହା ଫଳରେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଯାତ୍ରୀବାହୀ ଟ୍ରେନ୍ । ଟ୍ରେନ ଅଟକିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଓହ୍ଲାଇ ପଡିଥିଲେ।

Passenger train derailed

ସକାଳ ୫:୨୫ ସମୟରେ ଭିଲୁପୁରମ ରେଳ ଷ୍ଟେସନ ନିକଟରେ ଏପରି ଘଟଣା ଘଟିଥିଲା। କମ୍ ଦୂରତା ଯାତ୍ରା କରୁଥିବା MEMU ଟ୍ରେନ୍ ଏକ ମୋଡ ପାର ହେବା ସମୟରେ ଲାଇନଚ୍ୟୁତ ହୋଇଥିଲା।

ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । କେହି ଆହତ ହୋଇଥିବାର କୌଣସି ଖବର ନାହିଁ। ରେଳ ଅଧିକାରୀ ଏବଂ ଇଞ୍ଜିନିୟରମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଟ୍ରାକ ମରାମତି କାର୍ଯ୍ୟ ଚାଲିଛି ଏବଂ ଅନ୍ୟ ଟ୍ରେନଗୁଡିକର ରୁଟ ସଫା କରାଯାଉଛି। ଭିଲୁପୁରମ ରେଳବାଇ ପୋଲିସ ଘଟଣାର ଘନିଷ୍ଠ ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମାପ୍ତ ହେବା ପରେ ଘଟଣା ପଛର କାରଣ ଜଣାପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+