Get Updates
Get notified of breaking news, exclusive insights, and must-see stories!

ପାର୍ଟ ଟାଇମ୍ ଚାକିରି ନାଁରେ ହେଉଛି ଠକେଇ, ବ୍ୟାନ୍ ହେଲା ୧୦୦ରୁ ଅଧିକ ୱେବସାଇଟ୍

Part Time Job News: ଦିନକୁ ଦିନ ଦେଶରେ ଡିଜିଟାଲ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଡିଜିଟାଲ ଯୁଗରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଛି । ସବୁ କିଛି ହାତ ପାହାଁତାରେ, ହେଲେ ଜୀବନକୁ ଯେତିକି ସରଳ କରିଦେଇଛି ସେତିକି ଚିନ୍ତା ମଧ୍ୟ ବଢାଇ ଦେଇଛି । ନା ନା ପ୍ରକାରର ସାଇବର ଠକାମିକ ଶିକାର ହେଉଛନ୍ତି ଲୋକେ । କିଏ ନୂଆ ନୂଆ ସ୍କିମର ଲୋକ ଦେଖାାଇ ଟଙ୍କା ନେଉଛି ତ କିଏ ଚାରିକିର ଲୋଭ ଦେଖାଇ ବ୍ୟାଙ୍କ ଏକାଉଣ୍ଟ କରିଦେଉଛି ଜିରୋ ।

ବର୍ତ୍ତମାନ ଟ୍ରେଣ୍ତରେ ରହିଛି ପାର୍ଟ ଟାଇମ୍ ଚାକିରି ଅର୍ଥାତ୍ ଘରେ ବସି ଚାକିରି କରିବାର ଲୋଭ ଦେଖାଇ ଲୋକଙ୍କୁ ଠକିବାର ଘଟଣା ଦେଖିବା ପାଇଁ ମିଳୁଛି । ଯାହା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଏପରି କାମ କରୁଥିବା ୧୦୦ରୁ ଅଧିକ ୱେବ୍ ସାଇଟକୁ ବ୍ୟାନ୍ କରାଯାଇଛି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମସ୍ତ ୱେବସାଇଟ୍ ଗୁଡିର ଅର୍ଗାନାଇଜଡ ଇନଭେଷ୍ଟମେଣ୍ଟ ଓ ଟାକ୍ସ ବୋର୍ଡ ପାର୍ଚ ଟାଇମ ଜବ ସହ ଜଡିତ ଠକେଇରେ ସାମିଲ ଥିଲା । ଏହି ୱେବସାଇଟ୍ ଅନେକ ସାଇବର ଠକେଇ କରିବାର ଅଭିଯୋଗ ରହିଛି ।

Part Time Job Scam

ତେବେ ଲୋକଙ୍କୁ ଟଙ୍କା ଚୋରି କରିବା ପାଇଁ ଡିଜିଟାଲ୍ ବିଜ୍ଞାପନ, ଚାଟ୍ ମେସେଞ୍ଜର ଆଦିର ବ୍ୟବହାର କରାଯାଉଥିଲା । ଇଣ୍ଟରନ୍ୟାସଲ କମ୍ପାନୀ ଏବଂ କାର୍ଡ ନେଟୱାର୍କ କହି ଏପରି କାର୍ଯ୍ୟ କରାଯାଉଥିଲା । ବର୍ତ୍ତମାନ ଆଇଟି ମନ୍ତ୍ରାଣାଳୟ ପକ୍ଷରୁ ଏହି ସମସ୍ତ ୱେବସାଇଟକୁ ବ୍ୟାନ୍ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+