Get Updates
Get notified of breaking news, exclusive insights, and must-see stories!

ଗୃହକାର୍ଯ୍ୟରେ କଂଗ୍ରେସ ଦଳ ପ୍ରତିବନ୍ଧକ ସୃଷ୍ଟି କରୁଥିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଭିଯୋଗ

ଲୋକସଭାର କାର୍ଯ୍ୟକଳାପରେ କଂଗ୍ରେସ ଦଳ ପ୍ରତିବନ୍ଧକ ସୃଷ୍ଟି କରୁଥିବା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଅଭିଯୋଗ କରିଛନ୍ତି । ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ରିଜିଜୁ କହିଛନ୍ତି, କଂଗ୍ରେସ ସଦସ୍ୟମାନଙ୍କ ଅନୁଶାସନହୀନ ବ୍ୟବହାର ଯୋଗୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ହୋଇପାରିଲା ନାହିଁ ।

kiren

ସେ କହିଛନ୍ତି, ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ବଜେଟ୍‍ ଉପରେ ଆଲୋଚନା ଲାଗି ସଂସଦରେ ଉପସ୍ଥାପନ କରିବାକୁ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସାଂସଦମାନଙ୍କ ତାଲିକା ପ୍ରଦାନ କରାଯାଇଛ । ସେ କହିଛନ୍ତି, ଯଦି ସଂପୃକ୍ତ ସଦସ୍ୟମାନେ ଉପସ୍ଥାପନ ପାଇଁ ସୁଯୋଗ ନ ପାଆନ୍ତି, ଏଥିପାଇଁ କଂଗ୍ରେସ ଦଳ ଦାୟୀ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+