୨୫ ନଭେମ୍ବରରୁ ଆରମ୍ଭ ସଂସଦରେ ଶୀତକାଳୀନ ଅଧିବେଶନ
Parliament Winter Session: ୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏନେଇ ସୂଚନା ଦେଲେ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ । ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସଂସଦରେ ଶୀତକାଳୀନ ଅଧିବେଶନ ଚାଲିବ ।













Click it and Unblock the Notifications