Get Updates
Get notified of breaking news, exclusive insights, and must-see stories!

ସଂସଦର ସୁରକ୍ଷା ତ୍ରୁଟି ମାମଲା: ତଦନ୍ତ ପାଇଁ ୬ ରାଜ୍ୟରେ ପହଞ୍ଚିଲା ସ୍ପେଶାଲ ସେଲ୍ ପୋଲିସ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ମାମଲାକୁ ନେଇ ଦିଲ୍ଲୀର ସ୍ପେଶାଲ୍ ପୋଲିସ୍ ସେଲ୍ ଆରମ୍ଭ କରିଛି ତଦନ୍ତ । ରିପୋର୍ଟ ଅନୁସାରେ, ପୋଲିସ ୬ଟି ରାଜ୍ୟରେ ତଦନ୍ତ ପାଇଁ ପହଞ୍ଚିଛି । ରାଜସ୍ଥାନ, କର୍ଣ୍ଣାଟକ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଗତକାଲି ରାଜସ୍ଥାନରୁ ଅଭିଯୁକ୍ତ ମାନଙ୍କର ପୋଡା ଫୋନ୍ ମିଳିଥିବା ନେଇ ଖବର ରହିଥିଲା ।

new delhi

ସୂଚନାଥାଉ ଯେ, ଲୋକସଭାର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିଲା । ୨ ଜଣ ଅଜଣା ବ୍ୟକ୍ତି ଲୋକସଭା 'ଭିଜିଟର୍ସ ଗ୍ୟାଲେରି' ମଧ୍ୟ ଦେଇ ଗୃହରେ କଲେ ପ୍ରବେଶ । ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲୁଥିବାବେଳେ ହଠାତ୍ ଦୁଇ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଗୃହରେ ଉପସ୍ଥିତ ସାଂସଦ ତାଙ୍କୁ ପ୍ରଥମେ କାବୁ କରିବା ପରେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିବା ନେଇ ସୂଚନା ରହିଛି । ଏହି ମାମଲାରେ ୭ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+