Pan-Aadhar Link: ଆଧାର-ପାନ କାର୍ଡ଼ ଲିଙ୍କକୁ ନେଇ ବଡ଼ ଅପଡେଟ୍, ଅଚଳ ହୋଇଯିବ ପାନ୍ କାର୍ଡ !

ପାନ୍ ଓ ଆଧାର ସମସ୍ତଙ୍କ ପାଇଁ ଜରୁରୀ । ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଅତ୍ୟାବଶ୍ୟକ ଡକ୍ୟୁମେଣ୍ଟ ହୋଇପାରିଛି। ପାନ୍ କାର୍ଡ ମୁଖ୍ୟତଃ ଆର୍ଥିକ ଏବଂ ଟିକସ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବାବେଳେ ଆଧାର କାର୍ଡ ଏକ ସ୍ୱତନ୍ତ୍ର ପରିଚୟ ଦଲିଲ ଭାବରେ କାର୍ଯ୍ୟ କରିଥାଏ।

ଆୟକର ବିଭାଗ କରଦାତାମାନଙ୍କୁ ସେମାନଙ୍କର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) କୁ ଡିସେମ୍ବର ୩୧, ୨୦୨୪ ପୂର୍ବରୁ ଆଧାର କାର୍ଡ ସହିତ ଲିଙ୍କ୍ କରିବାକୁ ଅନୁରୋଧ କରିଛି । ଏହା କରିବାରେ ବିଫଳ ହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇପାରେ, ଯାହା କାରବାର ସମସ୍ୟା ଏବଂ ଅନ୍ୟାନ୍ୟ ଜଟିଳତା ସୃଷ୍ଟି କରିପାରେ ।

ଆର୍ଥିକ ଠକେଇ ମାମଲାଗୁଡ଼ିକର ବୃଦ୍ଧି ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି, କାରଣ ଅନେକ ଫିଣ୍ଟେକ୍ ସଂସ୍ଥା ବ୍ୟବହାରକାରୀଙ୍କ ବିନା ଅନୁମତିରେ ଗ୍ରାହକ ପ୍ରୋଫାଇଲ୍ ସୃଷ୍ଟି କରିବା ପାଇଁ ପାନ୍ ସୂଚନା ବ୍ୟବହାର କରୁଥିବା ଜଣାପଡୁଛି। ତେଣୁ ବ୍ୟକ୍ତିଗତ ସୂଚନାର ଅପବ୍ୟବହାରକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ଆୟକର ବିଭାଗକୁ ପ୍ୟାନ ମାଧ୍ୟମରେ ବ୍ୟକ୍ତିଗତ ବିବରଣୀକୁ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି।

Pan-Aadhar Link

ଆଇ-ଟି ବିଭାଗ ଭାରତର ସମସ୍ତ ଟିକସଦାତାଙ୍କ ପାଇଁ ଆଧାର କାର୍ଡ ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଛି। ସମୟସୀମା ପୂର୍ବରୁ ଲିଙ୍କ୍ କରିବାରେ ବିଫଳ ଏହା ଆଉ କାର୍ଯ୍ୟକ୍ଷମ ହେବନାହିଁ। ଆର୍ଥିକ କାରବାର କରିବାରେ ଅସୁବିଧା ସମେତ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ସମୟ ଥାଉ ଥାଉ ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିଦିଅନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+