ଭାରତରେ ପାକିସ୍ତାନ ୧୬ଟି ୟୁଟୁବ୍ ଚ୍ୟାନେଲ୍ ବ୍ୟାନ୍
Pakistan YouTube Ban: ଭାରତରେ ପାକିସ୍ତାନ ୟୁଟୁବ୍ ଚ୍ୟାନେଲ୍ ବ୍ୟାନ୍ । ଭାରତରେ ଏକାଧିକ ୟୁଟୁବ୍ ଚ୍ୟାନେଲ୍କୁ ବ୍ୟାନ କଲେ ଭାରତ ସରକାର । ସୌୟେହ ଅଖତର, ଆରଜୁ କାଜମୀ, ସୟଦ ମୁଜାମ୍ମିଲ ଶାହ ପରି ଚ୍ୟାନେଲ ବ୍ୟାନ୍ ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ସରକାର ଗୋଟିଏ ପରେ ଗୋଟିଏ ବଡ଼ ଆକ୍ସନ ନେଇଛନ୍ତି । ସିନ୍ଧୁ ପାଣି ବନ୍ଦ କରିବା ସହ ଡିଡିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ । ଭାରତରେ ପାକିସ୍ତାନ ୟୁଟ୍ୟୁବ୍ ଚ୍ୟାନେଲ୍କୁ ବ୍ୟାନ୍ କରି ଦିଆଯାଇଛି ।
ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି ବିବେଚନା କରାଯାଉଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ ଏହା ପୁର୍ବରୁ ସୋସିଆଲ ମିଡିଆ 'ଏକ୍ସ' ବନ୍ଦ କରିଥିଲା ଭାରତ ।












Click it and Unblock the Notifications