ଭୟରେ ବିବ୍ରତ ପାକିସ୍ତାନ; ଭାରତ ପାଇଁ ଆକାଶ ମାର୍ଗ କଲା ବନ୍ଦ

ପେହଲଗାମରେ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ଭାରତର ବଡବଡ ଆକ୍ସନ ପରେ ବିଳିବିଳେଇଲା ପାକିସ୍ତାନ । ଗତକାଲି ପାକିସ୍ତାନ ଉପରେ ଭାରତ କୂଟନୈତିକ ପ୍ରହାର କରିଥିବା ବେଳେ ଆଜି ପାକିସ୍ତାନ ତାର ଅସଲ ମୁଖା ଦେଖାଇଦେଲା ଆଉ ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ ।

Pakistan

ତେବେ ଆଜି ପାକ୍ ପ୍ରଧାନମନ୍ତ୍ରୀ ସରିଫ ସୁରକ୍ଷା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁ ବୈଠକରେ ୩ ସେନାର ମୁଖ୍ୟ ସାମିଲ ଥିଲେ ଏବଂ ବୈଠକରେ ଭାରତ ପାଇଁ ଆକାଶମାର୍ଗ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନଦୀ ଜଳ ବନ୍ଦ ଯୁଦ୍ଧ ବୋଲି ଧରାଯିବ କହି ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର କାରବାର ବନ୍ଦ କରିଛି । ଏଥିସହ ୱାଘା ସୀମା ମଧ୍ୟ
ବନ୍ଦ କରିଛି ପାକିସ୍ତାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+