ଭାରତର ଏୟାର ଷ୍ଟ୍ରାଇକ୍ ପରେ ଏଲଓସିରେ ପାକିସ୍ତାନର ଗୁଳିମାଡ଼, ୩ ଜଣଙ୍କ ମୃତ୍ୟୁ

ଏଲଓସିରେ ଗୁଳିମାଡ । ପାକିସ୍ତାନ ପକ୍ଷରୁ ସୀମାରେ ଗୁଳିମାଡ଼ ଜାରି । ଅଧ ରାତିରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ଭୟରେ ଗୁଳିମାରୁଛି ପାକିସ୍ତାନ । ପିଓକେ ଏବଂ ପାକିସ୍ତାନର ୯ଟି ଆତଙ୍କୀ ଠିକଣା ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଯେଉଁଥିରେ ଆତଙ୍କୀଙ୍କ ଆଡ୍ଡା ଛାରଖାର ହୋଇଛି । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀଙ୍କୁ ନିପାତ କରିଛି ।

ଯାହା ପରେ ପାକିସ୍ତାନ ସେନା ପକ୍ଷରୁ ସୀମାରେ ଗୁଳିମାଡ଼ ଜାରି ରହିଛି । ପ୍ରବଳ ଗୁଳିଗୋଳା ବର୍ଷା କରୁଛି ପାକିସ୍ତାନ । ଗୁଳିମାଡରେ ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Pakistan shelling along LoC after Indian airstrike 3 killed
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+