ପାକିସ୍ତାନ ନିଜେ କରିଥିଲା ସିନ୍ଧୁ ଜଳଚୁକ୍ତିର ଉଲ୍ଲଙ୍ଘନ:MEA
ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏକ ସଂସଦୀୟ କମିଟିକୁ କହିଛି ଯେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିର କାରଣ ହେଉଛି ପାକିସ୍ତାନ ଦ୍ବାରା ଏହି ଚୁକ୍ତିର ମୂଳ ଭାବନାର ଉଲ୍ଲଙ୍ଘନ, ଯାହାକି ବନ୍ଧୁତା ଓ ସଦ୍ଭାବନା ଉପରେ ପର୍ଯ୍ୟବେଶିତ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇଞ୍ଜିନିୟରିଂ କୌଶଳ, ଜଳବାୟୁ ପରିବର୍ତ୍ତନ ଏବଂ ହିମବାହ ତରଳିବା ସମେତ ଭୂମି ପରିସ୍ଥିତିରେ ପରିବର୍ତ୍ତନ, ଚୁକ୍ତିର ସର୍ତ୍ତାବଳୀ ପୁନଃ ଆଲୋଚନା କରିବା ଜରୁରୀ କରିଦେଇଛି।

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇଞ୍ଜିନିୟରିଂ କୌଶଳ, ଜଳବାୟୁ ପରିବର୍ତ୍ତନ ଏବଂ ହିମବାହ ତରଳିବା ସମେତ ଭୂମି ପରିସ୍ଥିତିରେ ପରିବର୍ତ୍ତନ, ଚୁକ୍ତିର ସର୍ତ୍ତାବଳୀ ପୁନଃ ଆଲୋଚନା କରିବା ଜରୁରୀ କରିଦେଇଛି।












Click it and Unblock the Notifications