Get Updates
Get notified of breaking news, exclusive insights, and must-see stories!

ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ପାକ୍ ସେନା

ହଲଗାମ୍ ଆକ୍ରମଣରେ ପାକ୍ ସେନାର ହାତ ଥିବା ଖୁବ୍ ଆଲୋଚନା ହେଉଥିବାବେଳେ ଏହାକୁ ବାରମ୍ବାର ଅଗ୍ରାହ୍ୟ କରୁଥିଲା ପାକ୍ ସେନା । ହେଲେ ଏବେ ତା'ର ମିଛ ଧରାପଡିଲା । କାରଣ ମଙ୍ଗଳବାର ଭାରତର ଏୟାରଷ୍ଟ୍ରାଇକରେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ଶେଷ କୃତ୍ୟରେ ପାକ୍ ସେନାର ଏକାଧିକ ଅଧିକାରୀ ସାମିଲ ହୋଇଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ମୃତ ଆତଙ୍କବାଦୀଙ୍କ ଶେଷ ଦର୍ଶନରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ଶୋକ ପାଳୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଭାରତ ବିରୋଧରେ ନାରାବାଜି ବି କରାଯାଇଛି।

Pakistan Army

ଲସ୍କର ଏ ତୋଇବା(ଏଲଇଟି)ର ଆତଙ୍କବାଦୀ ହାଫିଜ ଅବଦୁଲ ରଉଫ ଲାହୋର ନିକଟ ମୁରିଦେକରେ ତିନି ମୃତ ଆତଙ୍କବାଦୀଙ୍କ ଶେଷ ଦର୍ଶନର ନେତୃତ୍ଵ ନେଇଥିବା ଦେଖିବାକୁ ମିଳିଛି। ପିଟିଆଇର ରିପୋର୍ଟ ଅନୁସାରେ, ଏହି ତିନି ମୃତ ଆତଙ୍କୀ ହେଉଛନ୍ତି, କାରି ଅବଦୁଲ ମଲ୍ଲିକ, ଖାଲିଦ ଓ ମୁଦସିର। ଆତଙ୍କବାଦୀଙ୍କ ଶେଷ ଦର୍ଶନରେ ପାକିସ୍ତାନୀ ସେନା, ପୋଲିସ ଓ ଆଇଏସଆଇର ଅଫିସର ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+