ତୀର୍ଥଯାତ୍ରୀ ବସ ଉପରେ ଆକ୍ରମଣ ଘଟଣା: ନିଜକୁ ଦାୟୀ କଲା ଟିଆରଏଫ୍
Jammu Kashmir Terrorist Attack: ରବିବାର ଦିନ ଜମ୍ମୁ-କାଶ୍ମୀର ରିୟାସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିହା ବସ୍ ଉପରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଦି-ରେଜିଷ୍ଟାନ୍ସ ଫ୍ରଣ୍ଟ ତଥା ଟିଆରଏଫ୍ ଓ ଲସ୍କର-ଇ-ତୋଇବା ନିଜକୁ ଦାୟି କିରିଛି । ସେପରିପରେ ଏହି ଘଟଣାତୁ ଅମିତ ଶାହ, ଜେପି ନଡ୍ଡାଙ୍କ ପରି ଅନେକ ନେତା ନିନ୍ଦା କରିଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଟିଆରଏଫ ଆତଙ୍କବାଦୀ ସଙ୍ଗଠନ ଟିଆରଏଫ୍ ନିଜୟକୁ ଦାୟୀ କରିବା ସହ କଡ଼ା ଚେତାବନୀ ଦେଇଛି । ତେବେ ସେ ଏହି ପୋଷ୍ଟର ଲେଖିଛନ୍ତି, ଏହା ଆରମ୍ଭ ମାତ୍ର ଆଗକୁ ପର୍ଯ୍ୟଟକ ଏବଂ ପ୍ରବାସୀଙ୍କ ଉପରେ ଏପରି ଆକ୍ରମଣ ଜାରି ରହିବ ।












Click it and Unblock the Notifications