୮ ବିଧାନସଭା ଉପନିର୍ବାଚନ ପାଇଁ କର୍ମଚାରୀଙ୍କ ଲାଗି ସବୈତନିକ ଛୁଟି ଘୋଷଣା
ଭାରତୀୟ ନିର୍ବାଚନ ଆୟୋଗ ବିହାରର ଦୈନିକ ଏବଂ ସାମୟିକ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ନିମନ୍ତେ ଆଗାମୀ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା କରିଛନ୍ତି । ସେହିପରି ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବା ନିର୍ବାଚନ ନିମନ୍ତେ ମଧ୍ୟ କର୍ମଚାରୀଙ୍କ ପାଇଁ ସବୈତନିକ ଛୁଟି ଘୋଷଣାଣା କରାଯାଇଛି । ନିର୍ବାଚନ ମଣ୍ଡଳୀ ବାହାରେ କାର୍ଯ୍ୟ କରୁଥିବା ଭୋଟରମ ଟରମାନେ ସେମାନଙ୍କ ଭୋଟ ଗ୍ରହଣ ସ୍ଥାନକୁ ଯିବା ଲାଗି ମଧ୍ୟ ଛୁଟି ପ୍ରଦାନ କରାଯିବ ।

ଆୟୋଗ ପକ୍ଷରୁ କୁହାଯାଇଛି, ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଭୋଟ ଗ୍ରହଣ ଦିନ କାର୍ଯ୍ୟ ସ୍ଥଳୀରୁ ଛୁଟି ନେବା ପାଇଁ ରହିଥିବା ବାଧାବି Iଧାବିଘ୍ନକୁ ଦୂର କରିବା ଲକ୍ଷ୍ୟରେ ଏବଂ ସମସ୍ତ ନାଗରୀକ ଯେପରି ଆଗାମୀ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ସେଥ୍ ନିମନ୍ତେ ସବୈତନିକ ଛୁଟି ବ୍ୟବସ୍ଥା ସ୍ଥା କରାଯାଇଛି ।












Click it and Unblock the Notifications