Get Updates
Get notified of breaking news, exclusive insights, and must-see stories!

Pahalgam Attack: ପୋଲିସ ପୋଷାକରେ ଆତଙ୍କବାଦୀ, ନାଁ ପଚାରି ମାରିଲେ ଗୁଳି

Pahalgam Attack: ମଙ୍ଗଳବାର ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି । ସୂଚନା ଅନୁସାରେ, ଦୁଇରୁ ତିନି ଜଣ ଆକ୍ରମଣକାରୀ ପୋଲିସ ପୋଷାକ ପିନ୍ଧିଥିଲେ ଏବଂ ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ TRF ର ହାତ ଥିବା ନେଇ ସନ୍ଦେହ କରାଯାଉଛି ।

ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧିୃ କରାଯାଇଛି । ଆଗକୁ ଅର୍ଥାତ୍ 3 ଜୁଲାଇ 2025 ଅମରନାଥ ଯାତ୍ରା ଆରମ୍ଭ ହୋଇ 9 ଅଗଷ୍ଟ 2025 ରେ ରକ୍ଷା ବନ୍ଧନରେ ଶେଷ ହେବା ନେଇ ସୂଚନା ରହିଛି ।

Pahalgam Attack

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ସ୍ଥାନୀୟ ଲୋକଙ୍କ ହାତ ଥିବା ନେଇ ମଧ୍ୟ ସୂଚନା ରହିଛି । ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଡିଜିପି ଏବଂ ଆଇଜି ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ରାଜସ୍ଥାନର ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି। ଆତଙ୍କବାଦୀ ମାନେ ପୋଲିସ ଡ୍ରେସରେ ଥିଲେ । ପ୍ରଥମେ ପର୍ଯ୍ୟଟକଙ୍କ ନାଁ ପଚାରିଥିଲେ ପରେ ଗୁଳି ମାରିବା ଆରମ୍ଭ କରିଥିଲେ । ଆକ୍ରମଣ ପରେ ଅନ୍ୟ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+