Get Updates
Get notified of breaking news, exclusive insights, and must-see stories!

Pahalgam Terror Attack: ଭୟରେ ପର୍ଯ୍ୟଟକ, ବିମାନ ବନ୍ଦରରେ ପ୍ରବଳ ଭିଡ଼

ପହଲଗାମରେ ହମଲା ପରେ ପର୍ଯ୍ୟଟକଙ୍କ ଭିତରେ ଦେଖା ଦେଇଛି କୋକୁଆ ଭୟ। କାଲିର ଘଟଣାରେ ଭୟରେ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ। ଶ୍ରୀନଗର ବିମାନବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼। ଏୟାର ଇଣ୍ଡିଆ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ଶ୍ରୀନଗରରୁ ମୁମ୍ବାଇ ଓ ଦିଲ୍ଲୀ ଫେରିବେ ପର୍ଯ୍ୟଟକ। ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ବିମାନ କମ୍ପାନୀ ଗୁଡ଼ିକ ଭଡ଼ାରେ ଅହେତୁକ ବୃଦ୍ଧି କରିଛନ୍ତି ।

Pahalgam Terror Attack

ଭଡ଼ା ପ୍ରାୟ ୩ ଗୁଣ ବଢ଼ିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ସଙ୍କଟ ସମୟରେ ଏପରି ଭଡ଼ା ବଢ଼ାଇଥିବାରୁ ଯାତ୍ରୀମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏବେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ଅତିରିକ୍ତ ୪ଟି ବିମାନ ଚଳାଚଳ କରୁଛି । ଦୁଇଟି ଦିଲ୍ଲୀ ଏବଂ ଆଉ ଦୁଇଟି ମୁମ୍ବାଇ ଯିବାଆସିବା କରୁଛି । ଆବଶ୍ୟକ ପଡ଼ିଲେ ଅଧିକ ବିମାନ ପ୍ରସ୍ତୁତ ରଖାଯାଇଛି ବୋଲି ମନ୍ତ୍ରଣାଳୟ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+