Pahalgam Terror Attack: nbsp; nbsp;ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କଲା FBI ସେହିପରି ମୃତକ ପରିବାରକୁ ସମବେଦନା ଜଣାଇଲା FBI । ଆଗକୁ ଭାରତ ପୂର୍ଣ୍ଣ ସମର୍ଥନ ଜାରି ରହିବ କହିଲେ nbsp;କହିଲେ FBI ନିର୍ଦ୍ଦେଶକ କାଶ ପଟେଲ ।