Pahalgam attack: ମାଟିରେ ମିଶିଲା ଆତଙ୍କବାଦୀର ଘର

ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଆକ୍ସନ ମୋଡରେ ସେନା । ମାଟିରେ ମିଶିଲା ଦୁଇ ଆତଙ୍କବାଦୀର ଘର । ପୁଲୱାମାର ତ୍ରାଲ ଅଞ୍ଚଳରେ ଲସ୍କର-ଇ-ତୋଇବା ଆତଙ୍କୀ ଆସିଫ ଶେଖ ଘରକୁ ବିସ୍ପୋରଣ କରି ଉଡାଇ ଦେଇଛନ୍ତି ସୁରକ୍ଷାକର୍ମୀ । ପହଲଗାମ ଆକ୍ରମଣ ପରେ ଆସିଫ ଫେରାର ଅଛି । ଏପଟେ ଅନନ୍ତନାଗ ବିଜବେହାରା ଗୋରି ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କୀ ଆଦୀଲ ହୁସେନର ଘରକୁ ସୁରକ୍ଷାକର୍ମୀ ବୁଲଡୋଜର ଲଗାଇ ମାଟିରେ ମିଶାଇଛି ସେନା । ଉୟଙ୍କୁ ଧରିବାକୁ ସର୍ଚ୍ଚ ଅପରେସନକୁ ଜୋରଜାର କରାଯାଇଛି । ଗତକାଲି ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଚେତାବନୀ ଦେଇଥିଲେ ।

ad

ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ କରିବା ସହ ବୁଲଡୋଜର ବୁଲାଇ ତା ଘର ଭଙ୍ଗାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+