ଭାରତରେ ବ୍ୟବହାର ହେଉଛି ଅଧିକ ଆଣ୍ଟିବାୟୋଟିକ୍ସ : ଲାନସେଣ୍ଟ
ବର୍ତ୍ତମାନ ଦେଶରେ ଆଣ୍ଟିବାୟୋଟିକର ବ୍ୟବହାର ହେଉଛି। ବଜାରରେ ଅନେକ ମଞ୍ଜୁରୀ ମିଳିନଥିବା ଆଣ୍ଟିବାୟୋଟିକ୍ସ ବିକ୍ରି କରାଯାଉଛି । ଲାନସେଣ୍ଟ ପତ୍ରିକାରେ ପ୍ରକାଶ ପାଇଛି ଏଭଳି କିଛି ତଥ୍ୟ ।
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଆଣ୍ଟିବାୟୋଟିକର ବ୍ୟବହାର ହେଉଛି। ବଜାରରେ ଅନେକ ମଞ୍ଜୁରୀ ମିଳିନଥିବା ଆଣ୍ଟିବାୟୋଟିକ୍ସ ବିକ୍ରି କରାଯାଉଛି । ଲାନସେଣ୍ଟ ପତ୍ରିକାରେ ପ୍ରକାଶ ପାଇଛି ଏଭଳି କିଛି ତଥ୍ୟ । ଏହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଛି ବିତର୍କ । ଲାନସେଣ୍ଟ ରିପୋର୍ଟ ଅନୁଯାୟୀ, ଏହି ଔଷଧଗୁଡ଼ିକ ମଧ୍ୟରୁ ଅଧିକାଂଶ କେନ୍ଦ୍ରୀୟ ଔଷଧ ନିୟାମକ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ କରିନାହିଁ ।

ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ ,ଆଣ୍ଟିବାୟୋଟିକ୍ ର ଅନୁପଯୁକ୍ତ ବ୍ୟବହାର ମଲ୍ଟିଡ୍ରଗ୍ ପ୍ରତିରୋଧକ ଜୀବାଣୁ ସୃଷ୍ଟି କରାଇଥାଏ । ଯାହା ଅନେକ ସଂକ୍ରମଣର ବୃଦ୍ଧି କରିବା ସହିତ ଅନେକ କ୍ଷେତ୍ରରେ ଏହାକୁ ଅସମ୍ଭବ କରିଥାଏ । ୱାଚ୍ ବର୍ଗରେ ଆଣ୍ଟିବାୟୋଟିକ୍ 2019 ରେ 54.9% ଡୋଜ୍ ବ୍ୟବହାର କରିଥିବାବେଳେ ଆକସେସ୍ ବର୍ଗରେ 27.0% ଅନ୍ତର୍ଭୁକ୍ତ ।












Click it and Unblock the Notifications