Oscars 2025 live: ଶ୍ରେଷ୍ଠ ଅଭିନେତା ଆଡ୍ରିଏନ୍ ବ୍ରୋଡି, ଶ୍ରେଷ୍ଠ ଅଭିନେତ୍ରୀ ମିକେଲା ମ୍ୟାଡିସନ୍
ଆଜି ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର 2025 ଅୟୋଜନ ହେଉଛି । ଏହି କାର୍ଯ୍ୟକ୍ରମ ଆମେରିକାରେ ହେବ । ଓସ୍କାର ୨୦୨୫ ର ଏହି କାର୍ଯ୍ୟକ୍ରମ ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଆୟୋଜିତ ହୋଇଛି । ଭାରତୀୟ ସମୟ ଅନୁଯାୟୀ ମାର୍ଚ୍ଚ ୩ ତାରିଖ ସକାଳ ୫:୩୦ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏକରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଏବଂ ସର୍ଟଲିଷ୍ଟ ଫିଲ୍ମରୁ ମନୋନୀତ ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯିବ ।
ବେଷ୍ଟ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ 'ଅନୁଜା'। ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ 'ଅନୁଜା। ୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ ।

Congratulations to Zoe Saldaña for winning the Oscar for Best Supporting Actress for EMILIA PÉREZ! #Oscars pic.twitter.com/lfLWqnaF3z
— The Academy (@TheAcademy) March 3, 2025
Congratulations to Zoe Saldaña for winning the Oscar for Best Supporting Actress for EMILIA PÉREZ! #Oscars pic.twitter.com/lfLWqnaF3z
— The Academy (@TheAcademy) March 3, 2025
SUBSTANCE ଦଳ ସର୍ବୋତ୍ତମ ମେକଅପ୍ ପାଇଁ ଓସ୍କାର ଜିତିଲା
It’s time to pump it up!
— The Academy (@TheAcademy) March 3, 2025
THE SUBSTANCE wins the Oscar for Best Makeup and Hairstyling. #Oscars pic.twitter.com/hni3Wk21RP
White smoke from the chapel chimney — it’s been decided: CONCLAVE wins the Oscar for Best Adapted Screenplay. #Oscars pic.twitter.com/RUxike1NUg
— The Academy (@TheAcademy) March 3, 2025
ଓସ୍କାର 2025 ପୁରସ୍କାର ସମାରୋହ ଆରମ୍ଭ
Oscars 2025: Demi Moore stuns on red carpet in a plunging neckline gown
Read @ANI Story | https://t.co/UUMF6CmGq6 #Oscars #Oscars2025 pic.twitter.com/iJ4QZYyX5x
— ANI Digital (@ani_digital) March 3, 2025
The Oscar for Best Animated Short Film goes to Shirin Sohani and Hossein Molayemi for IN THE SHADOW OF THE CYPRESS! #Oscars pic.twitter.com/0ctJ5SaIqE
— The Academy (@TheAcademy) March 3, 2025
Kieran Culkin ମିଳିଲା ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର
The only real pain was not having more time with Best Supporting Actor winner Kieran Culkin — with #Oscars Ambassador Amelia Dimoldenberg (@ameliadimz). pic.twitter.com/6obYwfeoqs
— The Academy (@TheAcademy) March 3, 2025
A real pleasure for Kieran Culkin!
Congratulations on winning the Oscar for Best Supporting Actor. #Oscars pic.twitter.com/khq888KgJY
— The Academy (@TheAcademy) March 3, 2025

Click it and Unblock the Notifications