Get Updates
Get notified of breaking news, exclusive insights, and must-see stories!

ଓଷ୍କାର ୨୦୨୪ ନୋମିନେସନରେ ସ୍ଥାନ ପାଇଲା ଏହି ଭାରତୀୟ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ଓସ୍କାର ୨୦୨୪ ପାଇଁ ନାମାଙ୍କନ ଘୋଷଣା କରାଯାଇଛି । ଏଥିରେ ଭାରତର ଏକ ଛୋଟ ଗାଁରେ ନିର୍ମିତ 'ଟୁ କିଲ୍ ଅ ଟାଇଗର' ଚଳଚ୍ଚିତ୍ରର ନାମ ମଧ୍ୟ ରହିଛି । ଏହି ଚଳଚ୍ଚିତ୍ରଟି କାନାଡାରେ ରହୁଥିବା ଭାରତୀୟ ମୂଳ ନିର୍ଦ୍ଦେଶକ ନିଶା ପହହୁଜାଙ୍କ ଦ୍ୱାରା ନିର୍ମିତ । କିନ୍ତୁ ନିଶା ପାହୁଜା ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । 'ଟୁ କିଲ୍ ଅ ଟାଇଗର' ଚଳଚ୍ଚିତ୍ରର କାହାଣୀ ଭାରତର ଏକ ଛୋଟ ଗାଁ ଉପରେ ହେଇଛି ଆଧାରିତ ।ଯେଉଁଠାରେ ୩ ଅଭିଯୁକ୍ତ ଜଣେ ୧୨ ବର୍ଷର ନାବାଳିକା ନିରୀହ ଝଅକୁ ବଳାତ୍କାର କରିଥିଲେ ।

oscar nominations 2024

ଏହି ଚଳଚ୍ଚିତ୍ର ଓସ୍କାର ୨୦୨୪ ରେ ନାମାଙ୍କନ ପାଇ ଏକ ରେକର୍ଡ ସୃଷ୍ଟି କରିଛି । ଏଥର ଓସ୍କାର ୨୦୨୪ ପାଇଁ ନାମାଙ୍କନରେ 'ଓପେନହାଇମର'ର ଦବଦବା ଦେଖିବାକୁ ମିଳିଛି । ଏହା ବ୍ୟତୀତ 'ବାର୍ବି' ଏବଂ 'କିଲର୍ସ ଅଫ୍ ଫୁଲ ମୁନ୍‌' ଭଳି ଚଳଚ୍ଚିତ୍ର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+