Operation Sindoor: ପାକିସ୍ତାନ ଉପରେ ଏମିତି ହେଲା ଭାରତୀୟ ସେନାର‘ଅପରେସନ୍ ସିନ୍ଦୂର

ପାକିସ୍ତାନ ଉପରେ ଏମିତି ହେଲା ଭାରତୀୟ ସେନାର'ଅପରେସନ୍ ସିନ୍ଦୂର'।
(୧) ତିନି ସେନା ପକ୍ଷରୁ ମିଳିତ ଅପରେସନ୍
(୨) ସ୍ଥଳ-ବାୟୁ-ନୌସେନା ପକ୍ଷରୁ ମିଳିତ ଅପରେସନ୍
(୩) POKରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ
(୪) ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ପରେ ଅପରେସନ୍
(୫) ଭାରତୀୟ ମାଟିରୁ ହିଁ ହୋଇଛି ଅପରେସନ୍
(୬) ଜୈସ୍-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ଟପ୍ ଆତଙ୍କୀଙ୍କୁ ଟାଗେର୍ଟ
(୭) ବାହାୱଲପୁର ହେଉଛି ଟପ୍ ଆତଙ୍କବାଦୀ ମସୁଦ୍ ଅଝହରର ଆଡ୍ଡା
(୮) ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେଲେNSA ଡୋଭାଲ୍
(୯) ସମ୍ପୂର୍ଣ୍ଣ ଅପରେସନର ଟିକନିକ୍ ତଥ୍ୟ ପରଖିଛନ୍ତି ମୋଦି
(୧୦) ରାଜସ୍ଥାନ ଆକାଶରେ ଭାରତୀୟ ଫାଇଟର୍ ଜେଟ୍

Operation Sindoor
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+