operation sindoor ; କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ନେଇ ସୂଚନା !
କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା । ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ନେଇ ସୂଚନା । ଅପରେସନ ସିନ୍ଦୂର'ରେ ପରିବାର ସଫା ସୂଚନା । ଜାତୀୟ ଗଣମାଧ୍ୟମରେ ମାସୁଦ ଆଜହର ବଂଶ ନିପାତ ସୂଚନା ।
ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନ ପ୍ରତିଷ୍ଠାତା ମାସୁଦ ।













Click it and Unblock the Notifications