ପାକିସ୍ତାନର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଅପରେସନ ସିନ୍ଦୂର

ପାକିସ୍ତାନର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ଅପରେସନ ସିନ୍ଦୂର। ଆତଙ୍କୀ ଦେଶର ବଡ଼ କ୍ଷତି ପହଞ୍ଚାଇଛି ଭାରତ। ପ୍ରତିରକ୍ଷା କ୍ଷେତ୍ରରେ ମୋଟ୍‌ ୩.୩୬ ବିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ସହିଛି ପାକିସ୍ତାନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଚକ୍ର ଡାଏଲଗ୍ସ ଫାଉଣ୍ଡେସନ୍‌(CDF)। ଏପ୍ରିଲ ଏବଂ ମେ ୨୦୨୫ ମଧ୍ୟରେ କରାଯାଇଥିବା ଭାରତର ଅପରେସନ ସିନ୍ଦୂରରେ ହୋଇଥିବା ପାକିସ୍ତାନ ବାୟୁସେନା (PAF)ର ରଣନୈତିକ ଏବଂ ପ୍ରତିରକ୍ଷା କ୍ଷେତ୍ରରେ କ୍ଷତିକୁ ପ୍ରକାଶ କରିଛି CDF। ଏହାସହ ଭାରତୀୟ ବାୟୁସେନା (IAF) କିପରି ସଠିକ ଓ ସଂଯମତାର ସହିତ ଜବାବ ଦେଇଛି ତାହା ଜଣାପଡିଛି।

Operation Sindoor

ପାକିସ୍ତାନ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସାମଗ୍ରୀ ମଧ୍ୟରେ ୮ଟି F-16 ଲଢ଼ୁଆ ବିମାନ ଏବଂ ୪ଟି JF-17 କ୍ଷତି ହୋଇଛି। ଯାହା ଭାରତୀୟ ବାୟୁଶକ୍ତିକୁ ପ୍ରତିଫଳିତ କରିଛି। ISR ତଥ୍ୟ, ସାଟେଲାଇଟ ଚିତ୍ର ଏବଂ ବିଶେଷଜ୍ଞ ବିଶ୍ଳେଷଣ, OSINT ଉପରେ ଆଧାରିତ ଏକ ରିସର୍ଚ୍ଚରେ ଭାରତର ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ବାୟୁସେନା (PAF) ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ କ୍ଷତିକୁ ଉଲ୍ଲେଖ କରିଛି। ଏପ୍ରିଲ ଏବଂ ମେ 2025 ମଧ୍ୟରେ ହୋଇଥିବା କ୍ଷତିର ମୋଟ ଆନୁମାନିକ ଆର୍ଥିକ ପ୍ରଭାବ ପ୍ରାୟ 3.36 ବିଲିୟନ ଆମେରିକୀୟ ଡଲାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+